ଶିଖରଚଣ୍ଡୀରେ ହାତୀ ଆତଙ୍କ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଶିଖରଚଣ୍ଡୀ ନିକଟରେ ଜଙ୍ଗଲି ହାତୀ ଆତଙ୍କ। ସୋମବାର ସକାଳେ ୨ଟି ଜଙ୍ଗଲୀ ହାତୀ ପଶି ଆସିଥିଲେ। ଏହି ଖବର ପାଇବା ପରେ ବନ ବିଭାଗ ଅଧିକାରୀ ହାତୀକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସୋମବାର ସକାଳେ ହଠାତ୍ ୨ଟି ହାତୀ ଗାଁ ଭିତରକୁ  ପ୍ରବେଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *