ଲ୍ୟାଣ୍ଡଫୋନ୍‌ରୁ ମୋବାଇଲ୍‌କୁ କଲ୍‌ କଲେ ନମ୍ବର ଆଗରୁ ଲାଗିବ ଶୂନ

ନୂଆଦିଲ୍ଲୀ : ବଦଳିଲା କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟର ନିୟମ । ଲ୍ୟାଣ୍ଡଫୋନ୍‌ରୁ ମୋବାଇଲ୍‌କୁ କଲ୍‌ କଲେ ନମ୍ବର ଆଗରୁ ଲାଗିବ ଶୂନ । ଜାନୁଆରି ୧୫ରୁ ଲାଗୁ ହେବ ନିୟମ । ଅନ୍ୟ କଲ୍‌ ପଦ୍ଧତି ଅପରିବର୍ତ୍ତିତ ।

Spread the love