ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର୍

ସମ୍ବଲପୁର : ଚାହୁଁ ଚାହୁଁ ରାସ୍ତା ଉପରେ ଜଳିଗଲା କାର୍। ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Spread the love