ମିଗ-୨୯କେ ଟ୍ରେନର ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ : ଭାରତୀୟ ସେନାରେ ଆଜି ବଡ଼ଧରଣର ଦୁର୍ଘଟଣା ଘଟିଛି। ନୌସେନାର ମିଗ-୨୯କେ ଟ୍ରେନର ଯୁଦ୍ଧ ବିମାନ ଆଜି ଉଡ଼ାଣ କରୁଥିବା ବେଳେ ଆରବିୟାନ ସମୁଦ୍ର ମଧ୍ୟରେ ଖସି ପଡ଼ିଛି। ଏହି ଟ୍ରେନର ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

Spread the love