ମାତ୍ର ସାତ ଦିନରେ ସମ୍ପୃନ ଭଲ ହୋଇଯିବ ଏହିରୋଗ I

ଭୁଲ ଜୀବନ ଶୈଳୀ ଏବଂ ଖାଦ୍ୟର ଅନିୟମିତା କାରଣରୁ ଆଜିକାଲି ବହୁତ ଲୋକ ଅର୍ଶର ସମ୍ମୁଖୀନ ହେଉଛନ୍ତି । ଅର୍ଶ ବିଭିନ୍ନ କାରଣରୁ ହୋଇପାରେ । ଅର୍ଶ ହେବା ଦ୍ୱାରା ମଳଦ୍ୱାରରୁ ମାଂସ ପିଣ୍ଡୁଳା ପରି ବାହାରିଥାଏ ଏବଂ ଜଦି ତାହା ଅଧିକ ପୁରୁଣା ହୋଇଯାଏ ମଳ କରିବା ସମୟରେ ସେହି ଅର୍ଶରୁ ରକ୍ତ ବାହାରିଥାଏ । ସେଠି ପାଇଁ ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ଏହାର ଉପଚାର ସଦୃଶ ବହୁତ ମେଡିସିନ ଖାଇବାକୁ ପଡିଥାଏ । ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ରେ ଅର୍ଶକୁ ଭଲ କରିପାରିବା । ଏହାକୁ ଯଦି ଆପଣ ୩ଦିନ ବ୍ୟବହାର କରିବେ ଆପଣ ସମ୍ପୂର୍ଣ ଭାବେ ଅର୍ଶରୁ ମୁକ୍ତି ପାଇପାରିବେ। ଯଦି ଅର୍ଶ ବହୁତ ପୁରୁଣା ଅଟେ ଏହାକୁ ୭ଦିନ ପ୍ରୟୋଗ କରନ୍ତୁ ଦେଖିବେ ଆପଙ୍କ ଅର୍ଶ ଭଲ ହେଇଯିବ । ଚାଲନ୍ତୁ ଜାଣିବା ଆପଣ ଏହାକୁ କିପରି ତିଆରି କରିବା ଏବଂ ପ୍ରୟୋଗ କରିବା।


ଏହାକୁ ବନେଇବାକୁ ହେଲେ ପ୍ରଥମେ ଏକ କପ କ୍ଷୀରର ଆବଶ୍ୟକତା ପଡିବ । ଯଦି ଆପଣ ଚାହିଁବେ ଥଣ୍ଡା କ୍ଷୀର ସେବନ କରିପାରିବେ । ଏଥିରେ କ୍ଷୀରକୁ ଗରମ କରିଦିଅନ୍ତୁ ଏବଂ ଫ୍ୟାନରେ ରଖିଦିଅନ୍ତୁ । ଟିକେ ଉଷୁମ ଥିଲା ବେଳେ ଆପଣ ଏହାର ସେବନ କରନ୍ତୁ।

ଦ୍ୱିତୀୟ ସାମଗ୍ରୀ ହେଉଛି ଲେମ୍ବୁ ।ଗୋଟିଏ ବଡ ଲେମ୍ବୁ ନିଅନ୍ତୁ । ଲେମ୍ବୁକୁ କାଟି ରସ ବାହାର କରନ୍ତୁ । ଫାଳେ ଲେମ୍ବୁ ରସ ନିଅନ୍ତୁ । ଲେମ୍ବୁ ମଞ୍ଜିକୁ କାଢି ଦିଅନ୍ତୁ ଚାମଚ ସାହାଯ୍ୟରେ । ଅଧା କ୍ଷୀର ନିଅନ୍ତୁ ଏବଂ ସେଥିରେ ଅଳ୍ପ ଲେମ୍ବୁ ରସ ପକାନ୍ତୁ । ତାହା ଛିଣ୍ଡିଯିବ ।ତେଣୁ ଆପଣଙ୍କୁ ଏପରି ଭାବେ ପ୍ରୟୋଗ କରିବାର ନାହିଁ।

ଆପଣ ପ୍ରଥମେ ଏକ କପ କ୍ଷୀର ଲେମ୍ବୁରେ ପକେଇଦିଅନ୍ତୁ ।ସଂଗେ ସାଙ୍ଗେ ଏହାକୁ ସେବନ କରିବେ ।ଏହା ହେଉଛି ଏହାର ଉପାୟ ।ମାତ୍ର ୩ଦିନ ଭିତରେ ଅର୍ଶ ଭଲ ହେଇଯିବ ।

ଆଉ ଗୋଟିଏ ଉପାୟରେ ଗୋଟିଏ କଦଳୀ ନିଅନ୍ତୁ ଏବଂ କର୍ପୂରର ଆବଶ୍ୟକତା ରହିଛି। ଏଥିରେ ଖାଇବା କର୍ପୁରର ଆବଶ୍ୟକତା ରହିଛି । ପ୍ରଥମେ କଦଳୀର ଚୋପା କାଢ଼ିନିଅନ୍ତୁ । ଛୁରୀ ସାହାଯ୍ୟରେ କଦଳୀ ମଝିରୁ କଟିଦିଅନ୍ତୁ । କର୍ପୂରକୁ ୨ଟି ଚଣା ସଦୃଶ ମଝିରେ ମିଶାନ୍ତୁ । ତାପରେ କଦଳିକୁ ବନ୍ଦ କରିଦିଅନ୍ତୁ । ସକାଳୁ କିଛି ବି ଖାଇବା ପୂର୍ବରୁ ଏହାକୁ ଏମିତି ଭାବରେ ଗୋଟା କଦଳୀକୁ ଗିଳିଦିଅନ୍ତୁ । ଏହାକୁ ମଧ୍ୟ ୩ଦିନ ସେବନ କରିଲା ପରେ ଅର୍ଶରୁ ମୁକ୍ତି ପାଇପାରିବେ । ଏହାକୁ ବ୍ୟବହାର କରି ଦେଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓ ଏମିତି ସମସ୍ତ ଖବର ଅପଡେଟ ପାଇବା ପାଁଇ ଆମ ପେଜ କୁ ଲାଇକ କରନ୍ତୁ ।

Spread the love