ଭଦ୍ରକରେ ୨୨୭ ଛୁଇଁଲା କରୋନା ସଂଖ୍ୟା

ଭଦ୍ରକ : ଭଦ୍ରକ ଜିଲାରେ ରବିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୨୭ ଛୁଇଁଛି। ଚିହ୍ନଟ ବ୍ୟକ୍ତି ଜଣକ ସାଙ୍ଗରୋଧ କେନ୍ଦ୍ରରୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୋଟ ୨୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧ ଚିକିତ୍ସାଧୀନ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *