ବେଳାଭୂମିରୁ ବିଶାଳକାୟ ମୃତ ତିମି ଉଦ୍ଧାର

ଜଳେଶ୍ବର : ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ତିମି ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ମେଦିନିପୁର ଜିଲ୍ଲାର ମନ୍ଦାରମଣୀ ସମୁଦ୍ର କୂଳରେରେ ମତ୍ସ୍ୟଜୀବୀମାନେ ଏହି ମାଛକୁ ଦେଖିଥିଲେ। ଏହି ତିମି ମାଛର ଲମ୍ବ ପ୍ରାୟ ୪୫ ଫୁଟ ହୋଇଥିବା ବେଳେ ଚଉଡ଼ା ୧୦ ଫୁଟ। ଏହାର ଓଜନ ପ୍ରାୟ ୧୮ ଟନ ହେବ। ପଶ୍ଚିମବଙ୍ଗ ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ପ୍ରଜାତିର ତିମି ମାଛ ବିରଳ ହୋଇଥିବାରୁ ଏହାକୁ ମିଉଜିଓମ୍‌ରେ ରଖା ଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *