ବିଗ୍ରହମାନଙ୍କୁ ଦର୍ଶନକଲେ ଶଙ୍କରାଚାର୍ଯ୍ୟ

ପୁରୀ : ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଦା ମୂର୍ତ୍ତିଙ୍କ ପହଣ୍ଡି ନୀତି। ଏହା ପରେ ଶଙ୍କରାଚାର୍ଯ୍ୟ ତାଙ୍କ ଶିଷ୍ୟଙ୍କ ସହ ଆସି ୩ ରଥରେ ବିଗ୍ରହମାନଙ୍କୁ ୧୦ଟା ୨୦ ସୁଦ୍ଧା ଦର୍ଶନକରି ଫେରିଛନ୍ତି। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ତିନି ରଥରେ ଛେରା ପହଁରା କରିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *