ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ହଙ୍ଗାମା; ୨୦ମିନିଟ ପାଇଁ ମୁଲତବୀ

ଭୁବନେଶ୍ୱର : ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । ହଟ୍ଟଗୋଳ ଯୋଗୁ ଗୃହ ୨୦ମିନିଟ ପାଇଁ ମୁଲତବୀ ।

Spread the love