ପଞ୍ଜାବରେ ଡ଼ିସେମ୍ବର ୧ରୁ ରାତ୍ରୀ କର୍ଫ୍ୟୁ ଲାଗୁ

ପଞ୍ଜାବ : ପଞ୍ଜାବରେ ଡ଼ିସେମ୍ବର ୧ ରୁ ରାତ୍ରୀ କର୍ଫ୍ୟୁ ଲାଗୁ ହେବ। କର୍ଫ୍ୟୁ ଲାଗୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଘୋଷଣା। ରାଜ୍ୟର ସମସ୍ତ ଜିଲ୍ଲା ଓ ସହରରେ ଲାଗୁ ହେବ ରାତ୍ରକାଳୀନ କର୍ଫ୍ୟୁ। ରାତ୍ରି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ କର୍ଫ୍ୟୁ।

Spread the love