ନଭେମ୍ବର ମାସରେ ସୁନା ଦରରେ ୫.୭% ଦର ହ୍ରାସ

ମୁମ୍ବାଇ : ନଭେମ୍ବର ମାସରେ ସୁନା ଦରରେ ରେକର୍ଡ ସ୍ତରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ମାସରେ ୫.୭ ପ୍ରତିଶତ ଦର ହ୍ରାସ ପାଇଛି । ଡିସେମ୍ବରରେ ସୁନା ଦରରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ ।

Spread the love