ଗଞ୍ଜେଇ ମାଫିଆ ଗୋବିନ୍ଦ ଖରା ଗିରଫ, ୨୧୧କେଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲାର ସୁନାବେଡା-୧ସ୍ଥିତ ପନ୍ଥିକା ନିକଟରେ ପୁଲିସକୁ ଏକ ସଫଳତା ମିଳିଛି। ଖବର ପାଇ ସକାଳୁ ସୁନାବେଡ଼ା ପୁଲିସ୍ ପନ୍ଥିକା ନିକଟରେ ଚଢଉ କରି ହାଡିଗୁଡା ଗ୍ରାମର ଗଞ୍ଜେଇ ମାଫିଆ ଗୋବିନ୍ଦ ଖରାଙ୍କୁ ଗିରଫ କରିଛି। ଗୋବିନ୍ଦଙ୍କ ନିକଟରୁ ୨୧୧କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଏଗାର ଲକ୍ଷ ଟଙ୍କା ହେବ।

Spread the love