କୋଡ଼ିଙ୍ଗାମାଳ ଖଣି ଖନନ ଜନଶୁଣାଣି ସ୍ଥଗିତ

ଜୟପୁର : କୋଡ଼ିଙ୍ଗାମାଳ ଖଣି ଖନନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖିଛି ପ୍ରଶାସନ । ବୁଧବାର ରାୟଗଡ଼ା ଜିଲ୍ଲା କାଶିପୁରର ପୋଡାପାଡିରେ ହୋଇଥାନ୍ତା ଏହି ଜନଶୁଣାଣି । ଓଏମସି ପକ୍ଷରୁ ହେବାକୁ ଥିବା ଏହି ଜନଶୁଣାଣିକୁ ସ୍ଥଗିତ ରଖିଛି ପ୍ରଶାସନ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜନଶୁଣାଣିକୁ ପ୍ରଶାସନ ସ୍ଥଗିତ ରଖିଥିବା ଜଣାପଡିଛି ।

Spread the love