କରୋନା ପାଇଁ ଚଳିତବର୍ଷ ହଜ୍ ବାତିଲ

ନୂଆଦିଲ୍ଲୀ : ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେଣୁ କରୋନା ପାଇଁ ଚଳିତବର୍ଷ ହଜ ବାତିଲ କରିଛନ୍ତି କେନ୍ଦ୍ର ସରକାର । ସାଉଦି ଆରବକୁ ୨.୩ ଲକ୍ଷ ହାଜିଙ୍କ ଯାତ୍ରା ଚଳିତବର୍ଷ ବାତିଲ କରାଯାଇଛି । ସମସ୍ତଙ୍କ ଆବେଦନ ରାଶି ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବେ ସରକାର । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଏନେଇ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *