ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ୍‌-୨୦୨୦; କେନ୍ଦ୍ର ସରକାରଙ୍କ ବିଲ୍‌ ସହ କୌଣସି ସାମଞ୍ଜସ୍ୟ ନାହିଁ

ଭୁବନେଶ୍ୱର : ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ୍‌-୨୦୨୦ କୁ କଂଗ୍ରେସର ବିରୋଧ ପରେ ସମବାୟ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି। କେନ୍ଦ୍ର ସରକାରଙ୍କ ବିଲ୍‌ ସହ କୌଣସି ସାମଞ୍ଜସ୍ୟ ନାହିଁ। ପୁରୁଣା ବିଲ୍‌କୁ ପରିବର୍ତ୍ତନ କରାଯାଇଛି। ଏହି ବିଲ୍‌ ବିଷୟରେ ଆଲୋଚନା ନେଇ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ହେବ।

Spread the love