ଆଜି ବନକଲାଗି ନୀତି

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ବା ପଛଭୋଗ ନୀତି ପରେ ଶ୍ରୀମୁଖ ଶୃଙ୍ଗାର ହେବ। ୪ ଘଣ୍ଟା ଧରି ପ୍ରାକୃତିକ ରଙ୍ଗରେ ଶ୍ରୀଜିଓଙ୍କ ଶ୍ରୀମୁଖ ଦତ୍ତମହାପାତ୍ର ସେବାୟତ ରଙ୍ଗ କରିବେ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *